ନଇଁବା
ନଇଁବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ ସମ୍ପାଦନା
(ନୁଆଇଁବା—ଣିଜନ୍ତି)
ଦେଶଜ - କ୍ରି. (ସଂସ୍କୃତ - ନମ ଧାତୁ) ସମ୍ପାଦନା
ତଳଆଡ଼କୁ ବଙ୍କାଇବା; ନତ ହେବା —୧. To be bent downwards; to be bent in a concave manner.
[ଦ୍ରଷ୍ଟବ୍ୟ —ଉପର ଆଡ଼କୁ ବଙ୍କେଇବାକୁ 'କୁଜେଇବା' କହନ୍ତି]
- ୨. ନତ କରିବା — ୨. To bend.
- ୩. ନରମ ହେବା —୩. To soften; to grow soft.
- ୪. ଭୂମି ଆଡ଼କୁ ନତ ହେବା — ୪. To bow down.
[ଦ୍ରଷ୍ଟବ୍ୟ —ଏ କ୍ରିୟାର ଅସମାପିକାରୂପ ସଙ୍ଗେ ପଡ଼ିବା ଓ ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ; ନଇଁ ଯିବା; ନଇଁ ପଡ଼ିବା]