ନଅ ଛଅ କହିବା

ଉଚ୍ଚାରଣ

ସମ୍ପାଦନା

ନଅଛଅ କରି କହିବା, ନଅଛଅ ବତା (ତେ)ଇବା, ନଅକୁ ଛଅ କହିବା, ନଅକୁଛଅ ଲଗାଇକହିବାଅନ୍ୟରୂପ

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. ମିଥ୍ୟାକଥା କହିବା — ୧. To tell a falsehood.
୨. ପର ନାମରେ ଚଗୁଲି କହିବା — ୨. To backbite a person.
୩. କୌଣସି ବ୍ୟକ୍ତି ବୃଥା ଅପବାଦ ଦେବା — ୩. To defame a person; to speak evil of a person.
୪. ନାନା ଛଳନାରେ ଟାଳଟଳ କରିବା — ୪. To put off on various excuses.