ନଅ ଛଅ କହିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ନଅଛଅ କରି କହିବା, ନଅଛଅ ବତା (ତେ)ଇବା, ନଅକୁ ଛଅ କହିବା, ନଅକୁଛଅ ଲଗାଇକହିବାଅନ୍ୟରୂପ

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ମିଥ୍ୟାକଥା କହିବା — ୧. To tell a falsehood.
୨. ପର ନାମରେ ଚଗୁଲି କହିବା — ୨. To backbite a person.
୩. କୌଣସି ବ୍ୟକ୍ତି ବୃଥା ଅପବାଦ ଦେବା — ୩. To defame a person; to speak evil of a person.
୪. ନାନା ଛଳନାରେ ଟାଳଟଳ କରିବା — ୪. To put off on various excuses.