ନଅଣ୍ଟ ଅଣ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଅନଟନ ଓ ପ୍ରାଚୁର୍ଯ୍ୟ — ୧. Insuffcience and sufficience.


ଅନୁବାଦ ସମ୍ପାଦନା

୨. ଅନଟନ ଓ ପ୍ରଚୁର ହେବା ଅବସ୍ଥା —୨. The state of being insuffcient and sufficient.
୩. ନଅଣ୍ଟ ହେବା ଅବସ୍ଥା —୩. The state of insufficience or want.

(ଯଥା—ନିଜର ସ୍ତ୍ରୀ ହାତରେ ଯେଉଁ ଟଙ୍କା ଟୋକର ରଖିବ, ତାହା ନଅଣ୍ଟ ଅଣ୍ଟା ବେଳେ କାମରେ ଆସିବ)