ଧ୍ୱଜ

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ଧ୍ୱଜ୍ ଧାତୁ+କତ୍ତୃ. ଅ)

ସମ୍ପାଦନା
୧. ନିଶାଣ; ବୈଜୟନ୍ତୀ; ପତକା —୧. Flag; standard; ensign; banner.
୨. (ପର୍ବତର) ଶିଖର —୨. Peak of a mountain.
୩. ମେତ୍ର; ଲିଙ୍ଗ; ଯୋନି; ଜନନେନ୍ଦ୍ରିୟ — ୩. The penis; the organ of generation of a male or female animal (Apte).
୪. ଲକ୍ଷଣ; ବାହ୍ୟ ଚିହ୍ନ —୪. External sign; mark symbol; token; emblem.
୫. ଗର୍ବ —୫. Pride.
୬. ପତାକାର ଦଣ୍ଡ —୬. Flag-staff.
୭. ଖଟ୍ୱାଙ୍ଗ —୭. Bedpost; the beams of a bedstead.
୮. ଶୁଣ୍ଢୀ —୮. Wine-distiller; grog-dealer.
୯. ପୂର୍ବଦିଗର ଗୃହ —୯. An eastern house; a house situated to the east of any object (Apte).
୧. ସେନାଚିହ୍ନବିଶେଷ; ସେନାଦଳର ପତକା — ୧୦. The ensign or flag of an army.
୧୧. (ସମାସରେ ଅନ୍ୟଶବ୍ଦ ସଙ୍ଗେ ଯୁକ୍ତ ଯଥା—କୁଳଧ୍ୱଜ) ଶ୍ରେଷ୍ଠ ବା ବିଖ୍ୟାତ ବ୍ୟକ୍ତି —୧୧. A distinguished or eminent person; the honour or ornament (e.g. of a family) (Apte).
୧୨. ଦେବତାଙ୍କର ଗୁଣ — ୧୨. The attribute of a Diety (Apte).
୧୩. ଟ୍ରେଡ୍ମାର୍କ; ପଣ୍ୟଦ୍ରବ୍ୟନିର୍ମାତାଙ୍କର ବିଶିଷ୍ଟ ଚିହ୍ନ — ୧୩. Trade mark (Apte).
୧୪. ଶୌଣ୍ଢିକାଳୟର ବାହାରେ ଥିବା ବିଶିଷ୍ଟ ଚିହ୍ନ — ୧୪. The sign of a tavern (Apte).
୧୫. କପଟାଚାର —୧୫. Hypocricy (Apte).
୧୬. ମହାପୁରୁଷଙ୍କ ପାଦତଳ ବା କରତଳରେ ଥିବା ଧ୍ୱଜା କାର ରେଖା —୧୬. A line resembling a flag found on the soles and palms of great men.