ଧୈର୍ଯ୍ୟ
ଧୈର୍ଯ୍ୟ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ଧୀର+ ଭାବାର୍ଥରେ ଯ) ସମ୍ପାଦନା
- ୧. ଧୀରତା; ମନର ସ୍ଥିରତା — ୧. Patience.
- ୨. ସହିଷ୍ଣୁତା —୨. Fortitude; forbearance; endurance.
- ୩. ଦୃଢ଼ତା; ସ୍ଥିରତା —୩. Firmness; steadfastness.
ଗ୍ରାମ୍ୟ - ବିଶେଷ୍ୟ -(ସଂସ୍କୃତ - ସ୍ଥବୀର) ସମ୍ପାଦନା
ପୌଢ଼ବସ୍ଥା —Adult stage of life.
ବାଳ ଯୁବକ ଧୈର୍ଯ୍ୟ ବୃଦ୍ଧ, ତୋହର ନାହିଁ ଜନ୍ମ ବଧ ଭୂପତି. ପ୍ରେମପଞ୍ଚାମୃତ