ଧେଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ଅ. (ଧ୍ୱନ୍ୟନୁକରଣ) ସମ୍ପାଦନା

୧. ଆନଦ୍ଧ ବାଦ୍ୟର ଧ୍ୱନି— ବିଶେଷ; ମୃଦଙ୍ଗ ଆଦିର ରୋକଟ ବା ଉକୁଟ — ୧. A word signifying measured sound of drums.
୨. (ଲକ୍ଷଣାର୍ଥ) ତାଧେଇ; ଚଞ୍ଚଳ ପଦକ୍ଷେପ ପୂର୍ବକ ନୃତ୍ୟ; ଧାବନସହ ନୃତ୍ୟ —୨. Brisk dance; brisk dancing to music; a word signifying a movement in dancing.

[ ଦ୍ର—ସାଧାରଣତଃ ଧେଇ ଧେଇ ତବାଲା ଆଦିର ଧ୍ୱନି ଓ ଥେଇ ଥେଇ ନୃତ୍ୟାଦି ସୂଚନା କରେ ]

୩. (ଉପହାସ ବା ବିଦ୍ରୁପ ସୂଚକ ଅବ୍ୟୟ) ଆହା ! ୩. (an interjection used in irony) Hallo !