ଧୂସ୍କା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସିଂହଭୂମ) ବିଶେଷ୍ୟ - ସମ୍ପାଦନା

ବୁଟ ଓ ଅରୁଆଚାଉଳ ବାଟି ଗୁଡ଼ରେ ଗୋଳାଇ ସେହି ପାଣିଆ ପିଠଉକୁ ଘିଅ କରେଇରେ ପକାଇ ମାଲପୁଆ ପରି ଯେଉଁ ପିଠା ଛଣାଯାଏ — A king of pastry-cake made of watered flour fried in ghee.