ଧୂସା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(ଧୁସୀ—ସ୍ତ୍ରୀ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଢୁସା; ଅତି ସ୍ଥୂଳକାପୁ — Very corpulent.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଦ୍ୱିଶାଟ) ଲୋହି; ମୋଟା ଶୀତବସ୍ତ୍ର; ଊର୍ଣ୍ଣାବସ୍ତ୍ର —୧. A coarse woollen wrapper.
୨. ଦୁଃଶାସନର ଅନାଦରାର୍ଥକ ଡାକନାମ — ୨. A name for calling Duḥṡāsan in contempt.

ପ୍ରାଦେଶିକ - (ଗଡ଼ଜାତ ଓ ଜୟପୁର) ବିଶେଷ୍ୟ - ସମ୍ପାଦନା

ବଡ଼ ମୂଷା — Big mouse.