ଧୂଳିଆ ଯାତ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

ଯେଉଁ ଯାତ୍ରୀ ନିଜର ପାରମ୍ପରିକ ପଣ୍ଡା ଛଡ଼ା ଅନ୍ୟ ପଣ୍ଡା ବା ଅନ୍ୟ ପଣ୍ଡାର ଗୁମାସ୍ତା ସଙ୍ଗେ ତୀର୍ଥକୁ ଆସି ଦେବଦର୍ଶନାଦି କରେ — A pilgrim who visits a shrine by taking the help of a pilgrim-agent other than his family paṇḍā's servant.