ଧୂଳିଆ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ଧୂଳିଆ (କାଠର ରୁଆ ଓ ବତା— ବିଶିଷ୍ଟ) ଘରର ଛାତରେ କାର ରୁଆ ଉପରେ କାଠର ବିଟ ବା ବିଛାଇ କଣ୍ଟା ମାରିବା; ୨ (ପ୍ରାଦେଶିକ - ପୁରୀ) (ଏକ ପଣ୍ଡାର ଯାତ୍ରୀକୁ ଅନ୍ୟ ପଣ୍ଡାର ଗୁମାସ୍ତା) ବାଟରେ ଭେଟି ତାକୁ ଫୁସୁଲାଇ ଯାତ୍ରୀର କୌଳିକ ପଣ୍ଡା ନିକଟକୁ ସେ ଯାତ୍ରୀକୁ ନ ନେଇ ଆପଣାର ମୁନିବ ପଣ୍ଡା ନକଟରେ ଆଣି ଉକ୍ତ ଯାତ୍ରୀକୁ ପହୁଞ୍ଚାଇବା



ଉଚ୍ଚାରଣ ସମ୍ପାଦନା

$1

  • (file)
  • (file)