ଧୂଳିଆ ଘର
ଧୂଳିଆ ଘର
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଧୂଳିଆ ଘର
|
ଦେଶଜ - ବିଶେଷ୍ୟ -
ସମ୍ପାଦନାଯେଉଁ ଚାଳଘରର ଛାତ ବା ଲଦନରେ ବାଉଁଶର ରୁଅ ଓ ପାରେଣୀ ବତା ପରିବର୍ତ୍ତରେ କାଠର ରୁଅ ଓ ବତା ଲାଗିଥାଏ — A thatched house having its roof or frame planked with wooden rafters and ribs,
ଚାରିଖଞ୍ଜା ଧୂଳିଆ ଘର ବନାଇ ପକାଇଲାଣି ଫକୀରମୋହନ, ଗଳ୍ପସ୍ୱଳ୍ପ
[ଦ୍ରଷ୍ଟବ୍ୟ —ଧୂଳିଆ ଘରର ଶେଣୀମାନଙ୍କ ଉପରେ କାଠର ରୁଅମାନ ପଡ଼େ ଓ କାଠ ରୁଅ ଉପରେ କାଠର ପାରେଣୀ ବତାମାନ ସାନ ସାନ ଲୁହାକଣ୍ଟା ବାଡ଼ିଆ ହୋଇ ଲଗାଯାଏ ବାଉଁଶରେ ତିଆରି ଘରର ଛାତ ଅପେକ୍ଷା ଧୁଳିଆ ଘରର ଛାତ ସୁନ୍ଦର ଓ ବେଶ ମଜ୍ଭୁତ୍ ଅଟେ ]