ଧୁରନ୍ଧର
ଧୁରନ୍ଧର
ଉଚ୍ଚାରଣ
ସମ୍ପାଦନା(ଧୁରନ୍ଧରା—ସ୍ତ୍ରୀ)
(ଧୁରଂଧର—ଅନ୍ୟରୂପ)
ସଂସ୍କୃତ - ବିଶେଷଣ - ଫୁ. (ଧୂରଂ=ଭାରକୁ+ଧୃ ଧାତୁ=ଧାରଣ କରିବା +କର୍ତ୍ତୃ. ଅ)
ସମ୍ପାଦନା- ୧. ଭାରବାହୀ — ୧. Carrying a load.
- ୨. ଯେ ଅନାୟାସାରେ ଗୁରୁ ଭାର ବହନ କରିବାକୁ ସମର୍ଥ —୨. Able to carry a heavy load easily.
- ୩. ଅତ୍ୟନ୍ତ କ୍ଷମତାଶୀଳ ବା ବଳିଷ୍ଠ — ୩. Very Strong or powerful.
- ୪. ଆଗୁଆ; ଅଗ୍ରଣୀ — ୪. Leading others, heading others.
- ୫. ସମର୍ଥ; ଯୋଗ୍ୟ; କାର୍ଯ୍ୟକ୍ଷମ —୫. Able.
- ୬. ଶ୍ରେଷ୍ଠ; ପ୍ରଧାନ — ୬. Excellent; chief; principal.
- ୭. କାର୍ଯ୍ୟଦକ୍ଷ; ନିପୁଣ —୭. Skilful; expert.
ସଂସ୍କୃତ - ବିଶେଷ୍ୟ -
ସମ୍ପାଦନା- ୧. ମୁଖିଆ; ଦଳର ନେତା — ୧. Leader; chief; head of a party.
- ୨. କାର୍ଯ୍ୟଦକ୍ଷ ବ୍ୟକ୍ତି —୨. Capable person; a man of business.
- ୩. ଧଅ ଗଛ; ଧବ ବୃକ୍ଷ —୨. A wild timber-tree.
- ୪. ଭାରବାହୀ ପଶୁ —୪. A beast of burden.
- ୫. ଶିବ —୫. Ṡiba.
- ୬. ବାହନ —୬. A beast which carries persons on its back.
- ୭. (ନାମ) ପ୍ରହସ୍ତ ରାକ୍ଷସର ମନ୍ତ୍ରୀ ରାକ୍ଷସ (ରାମାୟଣ) — ୭. Name of a demon mentioned in the Rāmāyaṇa.