ଧୁମ୍ତେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଯାଜପୁର)କ୍ରିୟାପଦ - ସମ୍ପାଦନା

୧. ଧୁମକୁଟ୍ କରିବା — ୧. To create a row or hubbub.
୨. କମ୍ପାଇବା —୨. To shake.

(ଯଥା—ପିଲାଗୁଡା଼ଏ ଏଠାକୁ ଆସି ଏ ଥାନାକୁ ଧୁମ୍ତେଇ ଦେଇ ଗଲେ)