ଧିଟ

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଧୃଷ୍ଟି)

ସମ୍ପାଦନା
୧. ଦୁଷ୍ଟି — ୧. Wicked.
୨. ଥୋବରା; ନିର୍ଲ୍ଲଜ —୨. Shameless; impudent.
୩. ଜିଦ୍ଦିଖୋର; ତିଗିରିଆ —୩. Obstinate.
୪. ଯେ ବାରଂବାର ପ୍ରାର୍ଥନା କରି ବିରକ୍ତ କରେ — ୪. Nagging; teasing; insistent.