ଧିକ୍କାରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.—ସଂସ୍କୃତ - ଧିକ୍କୃ ଧାତୁ)

ସମ୍ପାଦନା
୧. ଧିକ୍କାର ବଚନ କହିବା —୧. To vilify; to speak with contempt.
୨. ତୁଚ୍ଛ କରିବା —୨. To humiliate.

ବଢ଼ି ତେଜରେ ଦେଲେ ଅଗ୍ନିକି ଧିକ୍ୱାରି କୃଷ୍ଣସିଂହ, ମହାଭାରତ. ବନ

୩. ନିନ୍ଦା କରିବା —୩. To treat with contempt to censure.
୪. (ଲକ୍ଷଣାର୍ଥ) ବଳି ପଡ଼ିବା —୪. To exceed.

ଅଧର ସୁନ୍ଦର ନ ଥାଇ ପାନ ବୋଳେ, ଧିକ୍କାରୁ ଥାଉ ସବୁ ବେଳର ପ୍ରବାଳ କୃଷ୍ଣସିଂହ. ମହାଭାରତ. ବନ