ଧାରାଙ୍ଗ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ଧାରା=ଅସ୍ତ୍ରର ତୀକ୍ଷ୍ଣ ଅଗ୍ରଭାଗ+ଅଙ୍ଗ) ସମ୍ପାଦନା

୧. ଖଡ଼୍ଗ; ଖଣ୍ଡା —୧. A sword.
୨. ପ୍ରାଚୀନ ତୀର୍ଥବିଶେଷ —୨. Name of an ancient holy place of India.