ଧାମଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧାମଣା,ଢାମଣୀ,ଢାମଣ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଧର୍ମଣ ବା ଧନ୍ୱନ୍=ଧନୁ ବୃଜ୍କ୍ଷ)—ବୃହତ୍ ଆରଣ୍ୟତରୁ ବିଶେଷ; ଧନୁବୃକ୍ଷ; ଢାମଣ — ୧. A wild tree having very hard and tenacious wood; cordia Macleodia;Grewia Teliaefolia.

[ଦ୍ରଷ୍ଟବ୍ୟ —ମଧ୍ୟଭାରତ, ଛୋଟନାଗପୁର ଓ ଓଡ଼ିଶାର ଡଜଙ୍ଗଲମାନଙ୍କରେ ଏହା ଜନ୍ମେ ଏହାର କାଠ ଭାରି ଶକ୍ତ ଓ ଚେମଡା ଥିବାରୁ ଏ କାଠରେ ଧନୁ ଓ ବାହୁଙ୍ଗୀ କରାଯାଏ ଏହାର ସାର ନାଳୁଆ ଓ ଚିତ୍ରବିଚିତ୍ର]

୨. (ସଂସ୍କୃତ - ଧାମ=ଗୃହ;ଏହା ଘରେ ଚଳପ୍ରଚଳ ହେଉ ଥିବାରୁ) ଢେମେଣା; ଢମଣା ସାପ — ୨. A large nonpoisonous snake;Zamenis Mucasum.