ଧାପ

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଦର୍ପ)

ସମ୍ପାଦନା
୧. ପୀଡ଼ନ — ୧. Oppression.
୨. (ସଂସ୍କୃତ - ଧାବ୍ ଧାତୁ)— ସିଡିର ଗୋଟିଏ ପାହାଞ୍ଚ — ୨. One step of a staircase.
୩. ଦ୍ରୁତ ଗତି; ବେଗ — ୩. Velocity; swift motion.
୪. ଦଉଡ଼ିବା —୪. Running.
୫. କ୍ଷଣମାତ୍ର —୫. A moment.
୬. ଅତି ଅଳ୍ପ ମାତ୍ରା — ୬. A minute quantity.
୭. ଅତି ଅଳ୍ପ ପଥ ବା ଦୂରତ୍ୱ — ୭. A small distance.

ସଜ କରିଅଛନ୍ତି କୋଶେ ଦାପକୁ ବ୍ରଜନାଥ. ସମରତରଙ୍ଗ

୮. (ସଂସ୍କୃତ - ଧାବ୍ ଧାତୁ) ଧାବନ; ଦଉଡ଼ — ୮. Running.
୯. ଆକ୍ରମଣ —୯. Attack; onslaught.

ଦେଶଜ - କ୍ରି.ବିଶେଷଣ -

ସମ୍ପାଦନା

ଧାପେ (ଦେଖ) - Dhāpe (See)