ଧାଡ଼ିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଥା—ଧାଡ଼ିଆ ବାଇଗଣ)

  • (file)
  • (file)

ପ୍ରାଦେଶିକ - (ପୁରୀ)ବିଶେଷଣ - ସମ୍ପାଦନା

କଇଥା; ଦରସିଝା — Imperfectly boiled; parboiled.

ଦେଶଜ - ବିଶେଷଣ - (ଅନ୍ୟ ସଂଖ୍ୟାବାଚକ ଶବ୍ଦ ସଙ୍ଗେ ଯୁକ୍ତ, ଯଥା— ତିନିଧାଡ଼ିଆ) ସମ୍ପାଦନା

ଏତେ ପଂକ୍ତିବିଶିଷ୍ଟ —Consisting of (so many) lines or rows.