ଧାକଡ଼
ଧାକଡ଼
ଉଚ୍ଚାରଣ
ସମ୍ପାଦନା===ପ୍ରାଦେଶିକ - (ଗଡ଼ଜାତ)ବିଶେଷଣ -
(ଗାଳିରେ ବ୍ୟବହୃତ) ଅଯୋଗ୍ୟ — Good for nothing; worthless.
ପ୍ରାଦେଶିକ - (ବସ୍ତର)ବିଶେଷଣ -
ସମ୍ପାଦନାବର୍ଣ୍ଣସଙ୍କର ଜାତିବିଶେଷ — Name of a mixed caste of Hindus.
[ ଦ୍ର—ଏ ଜାତି ଆଦିମଜାତୀୟା ସ୍ତ୍ରୀ ଗର୍ଭରୁ ବ୍ରାହ୍ମଣ ଔରସରେ ଉତ୍ପନ୍ନ ଏମାନେ ପଇତା ପକାନ୍ତି ଓ ବ୍ରାହ୍ମଣମାନଙ୍କ ରୀତି ନୀତି ଅନୁକରଣ କରନ୍ତି]