ଧା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍) ସମ୍ପାଦନା

୧. ଧାରଣକର୍ତ୍ତା —୧. Holder; upholder.
୨. ଧାତା; ବିଧାତା; ବ୍ରହ୍ମା — ୨. The creator; Brahmā.
୩. ବୃହସ୍ପତି —୩. Bṛuhaspati.

ସଂସ୍କୃତ - ପ୍ରତ୍ୟୟ. (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ହୁଏ; ଯଥା— ଦ୍ୱିଧା, ଶତଧା, ବହୁଧା) ସମ୍ପାଦନା

୧. (ଏତେ) ପ୍ରକାରେ (ଯଥା—ବହୁଧା) — ୧. In (so many) ways.
୨. (ଏତେ) ଖଣ୍ଡରେ (ଯଥା—ଶତଧା) — ୨. Into (so many) pieces.

[ଦ୍ରଷ୍ଟବ୍ୟ —ଏହି ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ ପଦ ଅବ୍ୟୟ ରୂପେ ବ୍ୟବହୃତ ହୁଏ

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଧୈବତ)—ସଙ୍ଗୀତରେ ସପ୍ତ ସ୍ୱରଗ୍ରାମ (ସାରେ ଗା ମା ପା ଧା ନି) ମଧ୍ୟରୁ ଷଷ୍ଠ ସ୍ୱର —୧. The ୬th tone of the Hindu musical gamut.

[ଦ୍ରଷ୍ଟବ୍ୟ —ଏହି ମା ସ୍ୱର ଦୁଇ ପ୍ରକାର ଯଥା—ସାଧାରଣ ଧା ଓ କୋମଳ ଧା ]

୨. ତବଲାର ଉକୁଟବିଶେଷ —୧. A part of the formula for striking the tabalā drum.