ଧା
ଧା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଧା ଧାତୁ=ଧାରଣ କରିବା+କର୍ତ୍ତୃ. କ୍ୱିପ୍)
ସମ୍ପାଦନା- ୧. ଧାରଣକର୍ତ୍ତା —୧. Holder; upholder.
- ୨. ଧାତା; ବିଧାତା; ବ୍ରହ୍ମା — ୨. The creator; Brahmā.
- ୩. ବୃହସ୍ପତି —୩. Bṛuhaspati.
ସଂସ୍କୃତ - ପ୍ରତ୍ୟୟ. (ସଂଖ୍ୟାବାଚକ ଶବ୍ଦ ପରେ ଯୁକ୍ତ ହୁଏ; ଯଥା— ଦ୍ୱିଧା, ଶତଧା, ବହୁଧା)
ସମ୍ପାଦନା- ୧. (ଏତେ) ପ୍ରକାରେ (ଯଥା—ବହୁଧା) — ୧. In (so many) ways.
- ୨. (ଏତେ) ଖଣ୍ଡରେ (ଯଥା—ଶତଧା) — ୨. Into (so many) pieces.
[ଦ୍ରଷ୍ଟବ୍ୟ —ଏହି ପ୍ରତ୍ୟୟଦ୍ୱାରା ନିଷ୍ପନ୍ନ ପଦ ଅବ୍ୟୟ ରୂପେ ବ୍ୟବହୃତ ହୁଏ
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. (ସଂସ୍କୃତ - ଧୈବତ)—ସଙ୍ଗୀତରେ ସପ୍ତ ସ୍ୱରଗ୍ରାମ (ସାରେ ଗା ମା ପା ଧା ନି) ମଧ୍ୟରୁ ଷଷ୍ଠ ସ୍ୱର —୧. The ୬th tone of the Hindu musical gamut.
[ଦ୍ରଷ୍ଟବ୍ୟ —ଏହି ମା ସ୍ୱର ଦୁଇ ପ୍ରକାର ଯଥା—ସାଧାରଣ ଧା ଓ କୋମଳ ଧା ]
- ୨. ତବଲାର ଉକୁଟବିଶେଷ —୧. A part of the formula for striking the tabalā drum.