ଧଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

(କଳା—ବିପରୀତ)

ଦେଶଜ - ବିଶେଷଣ - (ସଂସ୍କୃତ - ଧବଳ) ସମ୍ପାଦନା

୧. ଶ୍ୱେତ; ଶୁକ୍ଳ — ୧. White.
୨. ଗୋରା —୨. White or fair-complexioned.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଧବଳ ବସ୍ତୁ —A white object.

ଦେଖିଲି ଗୋ ଧଳା କଳା ଏଥଚ, ମଧ୍ୟରେ ହଳଦୀମୁଖୀ କି ଚମତ୍କାର ଭଜନ



ଧଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ପ୍ରାଦେଶିକ - (ସମ୍ୱଲପୁର)ବିଶେଷଣ - (ଳ ସ୍ଥାନରେ ଲ ଉଚ୍ଚାରଣ) ସମ୍ପାଦନା

ଧଳା — White.