ଧରି

ଉଚ୍ଚାରଣ

ସମ୍ପାଦନା
  • Duration: 2 seconds.(file)
  • Duration: 1 second.(file)

ଅନୁବାଦ

ସମ୍ପାଦନା

(ଧରିକରି—ଅନ୍ୟରୂପ)

ଦେଶଜ - (ଧରିବା କ୍ରିୟାର ଅସମାପିକା ଆକାର ଅନ୍ୟ ଶବ୍ଦ ସଙ୍ଗେ କ୍ରିୟା ବିଶେଷଣ ବା ଅବ୍ୟୟରୂପେ ବ୍ୟବହୃତ)

ସମ୍ପାଦନା
୧. (ଦେଶର ବ୍ୟାପ୍ତି ଅର୍ଥରେ) (ଏତେ ଅଞ୍ଚଳ ବା ପରିସର) ବ୍ୟାପି — ୧. Extending or spreading over an area of, to the extent of.

(ଯଥା—ଚାରି କୋଶ ଧରି ବର୍ଷା ହେଇଛି; ମେଘ ଚର୍ତୃଦିଗ ଧରି ବରଷୁଛି)

୨. (ସମୟର ବ୍ୟାପ୍ତି ଅର୍ଥରେ) (ଏତେ ସମୟ) ବ୍ୟାପି; ବିସ୍ତୁତ ହୋଇ —୨. Extending over a peried of continuously for

(ଯଥା—କାଲି ରାତିରେ ଚାରିଘଣ୍ଟା ଧରି ମେଘ ବରଷିଲା)

୩. (ଅମ୍ୱୁକଙ୍କୁ ବା ଏତେ ଲୋକଙ୍କୁ) ସଙ୍ଗରେ ନେଇ; ସମଭିବ୍ୟାହାରରେ —୩. With; having; accompanied by; in the company of.

(ଯଥା—ରାଜା ୨ ଜଣ ଅନୁଚର ଧରି କଟକ ଗଲେ)

୪. (ଏତେ ଲୋକଙ୍କ ସହିତ) ଏକ ଦଳ ବନ୍ଧ — ୪. Forming in to a body or company (with so many person).

(ଯଥା—ଆମେ ଗାଁଆଁ ଯାକ ଧରି ହାକିମଙ୍କ ପାଖେ ଗୁହାରି କରିବାକୁ ଯାଇଥିଲୁ)