ଧରଶଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (କଟକ) ବିଶେଷ୍ୟ - ସମ୍ପାଦନା

୧. ଭେଦବିଚାର — ୧. Discrimnation.

(ଯଥା—ତାଙ୍କର ନିଜ ଓ ପର ମଧ୍ୟରେ ଧରଶଣା ନ ଥିଲା)

୨. ଦୃଢ଼ ନିୟମ ପାଳନ —୨. Abiding by the rules strictly; strict discipline.
୩. ଭେଦ ବିଚାର ପୂର୍ବକ ବ୍ୟବହାର — ୩. Discriminatory treatment.