ଧବଳମୟ ପୁର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧବଳ+ପୁର; +ପୁରୀ) ସମ୍ପାଦନା

ଅଟ୍ଟାଳିକାମୟ ସ୍ଥାନ—(କୋଠା ମାନ ଚୂନ ବୋଳାହୋଇ ଧବଳିତ ହୋଇଥିବାରୁ — A place full of (white) building or palaces.

(ଯଥା— ମୋ ହାତରେ ଦିନାକେତେ ରାଜ୍ୟର ଭାର ପଡ଼ିଲେ ମୁଁ ଏ ସ୍ଥାନକୁ ଧବଳମୟ ପୁରୀ ବନେଇ ଦିଅନ୍ତି)