ଧନ ପିଶାଚ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନପିଶାଚୀ; ଧନପିଶାଚିକା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ରୂପକ) ସମ୍ପାଦନା

ଲାଭ ବାସନାଚ ଧନରୂପ ରାକ୍ଷସଚ ଲୋଭ; ଧନତୃଷ୍ଣା — The demon of wealth; mammon.

ସଂସ୍କୃତ - ବିଶେଷଣ - ସମ୍ପାଦନା

୧. ଧନଲୋଭୀ —୧. Avaricious.
୨. କୃପଣ —୨. Miserly