ଧନ ଦଉଲତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧନ+ଆରବୀ - ଦୈଲତ୍; ସହଚର) ସମ୍ପାଦନା

ଧନ ସମ୍ପତ୍ତି; ବିଭବ — Riches; affluence.

ଗୋଜାତି କୃପାରେ ଚାଷ, ଗୋଜାତି କଲ୍ୟାଣେ ବାସ, ସବୁ ଧନ ଦଉଲତ ତାଙ୍କ ବଳରେ ଭିକାରୀ. ଗୀତଲହରା