ଧନ କୁବେର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଧନରେ କୁବେର ତୁଲ୍ୟ; ୭ମୀ ତତ୍) ସମ୍ପାଦନା

୧. କୁବେର ପରି ଅତ୍ୟନ୍ତ ଧନୀ ବ୍ୟକ୍ତି — ୧. A very rich or wealthy man.
୨. ଲକ୍ଷପତି; କ୍ରୋଡ଼ପତି —୨. A millionaire.