ଧନ୍ୟ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. କୃତଜ୍ଞତା ଜ୍ଞାପନ କରିବା; ଧନ୍ୟବାଦ ଦେବା —୧. To give thanks; to thank.
୨. ପ୍ରଶଂସା କରିବା — ୨. To praise; to eulogise.

ଶୁଣିଣ ଶ୍ରୀହରି ବଚନ, ତେବେ ଧ୍ରୂବକୁ କଲେ ଧ୍ୟାନ ଜଗନ୍ନାଥ. ଭାଗବତ