ଧନ୍ଦାଳି ହେବା
ଧନ୍ଦାଳି ହେବା
ଉଚ୍ଚାରଣ
ସମ୍ପାଦନା(ଧନ୍ଦିହେବା—ଅନ୍ୟରୂପ)
ଅନୁବାଦ
ସମ୍ପାଦନାଧନ୍ଦାଳି ହେବା
|
ଦେଶଜ - କ୍ରିୟାପଦ - (ସଂସ୍କୃତ - ଦ୍ୱନ୍ଦ୍ୱ)
ସମ୍ପାଦନା- ୧. ରନ୍ଥାଳି ହେବା; ଏଣେ ତେଣେ ଖୋଜି ବୁଲି ବୁଲି ବ୍ୟସ୍ତ ହେବା — ୧. To anxiously search for a thing here and more.
- ୨. କିଂକର୍ତ୍ତବ୍ୟବିମୂଢ଼ ବା ବ୍ୟସ୍ତ ହେବା — ୨. To be agitated; to be bewildered.
- ୩. କାର୍ଯ୍ୟରେ ବ୍ୟସ୍ତ ହେବା; କାଉଳି ହେବା — ୩. To be very busy; to be in a bustle; to be pre-occupied.
ହୀନଭାଗ୍ୟ ଲୋକ କହି କି ମିଛେ ନିନ୍ଦି ଏ ସଂସାର ମାୟାରେ ହେଉଥାଏ ଧନ୍ଦି କୃଷ୍ଣସିଂହ. ମହାଭାରତ. ଶାନ୍ତି
- ୪. ଜାଲୁଜାଲୁଆ ଦେଖାଯିବାରୁ ବା ଅନ୍ଧର ଯୋଗୁଁ ଦରାଣ୍ଡ ହେବା —୪. To grope on account of one's dim sight or in the dark.
- ୫. ସନ୍ଦିହାନ ହେବା —୫. To be in doubt.
ଜଗତଯାକ ଧର୍ମରଜ୍ଜୁରେ ବାନ୍ଧି ହୋଇଅଛି ଯେ ନୃପ ନୁହ ତହିଁ ଧନ୍ଦି କୃଷ୍ଣସିଂହ. ମହାଭାରତ. ବନ
- ୬. ଗୋଲକଧନ୍ଦାରେ ପଡ଼ିବା — ୬. To be between the horns of a dilemma.