ଧନ୍ଦକି ହେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କିଂକର୍ତ୍ତବ୍ୟବିମୂଢ଼ ହେବା — ୧. To be bewildered.
୨. ସନ୍ଦିହାନ ହେବା —୨. To be in doubt.
୩. ଦୋଦୋପାଞ୍ଚ ହେବା —୩. To vacillate.
୪. କାର୍ଯ୍ୟରେ ଅତି ବ୍ୟସ୍ତ ହେବା — ୪. To be very busy.