ଧନେଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍, ଧନ+ଈଶ) ସମ୍ପାଦନା

୧. କୁବେର —୧. Kubera.
୨. ମହାଧନୀ ବ୍ୟକ୍ତି —୨. Rich person.

ଦେଶଜ - ବିଶେଷ୍ୟ - ସମ୍ପାଦନା

କୋଚିଳାଖାଈ (ଦେଖ) - The Indian Horn bill; Anthracoceros Coronatus; Buceros Cavatus.

[ ଦ୍ର—ଏହା ଏକ ହାତଠାରୁ ଦୁଇ ହାତଦୀର୍ଘ ଶାଖାଶ୍ରୟୀ ବର୍ଗର ପକ୍ଷୀ; ବର୍ଣ୍ଣ କଳା ଓ ସବୁଜ ରଙ୍ଗ ମିଶ୍ରିତ; କଳା ଓ ଧଳା ମିଶ୍ରିତ ପକ୍ଷ ଏମାନଙ୍କର ଥଣ୍ଟ ଚାଖଣ୍ଡେ ଲମ୍ୱ ଓ ଥଣ୍ଟର ଉପର ଫାଳା ତଳଫାଳର ପ୍ରାୟ ଦ୍ୱଗୁଣି ଏମାନେ ଫଳ ଓ ବିଶେଷତଃ କୋଚିଳା ଫଳ ଖାଆନ୍ତି ଉପର ଫାଳ ଥଣ୍ଟ ଉପରେ ଗୋଟିଏ ଶିଙ୍ଗ ପରି ଫମ୍ପା ଉଚ୍ଚ ଖଣ୍ଡ ଲାଗି ଥାଏ ଖୁବ୍ ବଡ଼ ପକ୍ଷୀଙ୍କୁ ଭାଲିଆଖାଈ, ତହୁଁ ସାନଙ୍କୁ କୋଚିଳାଖାଈ, ତହିଁରୁ ସାନଙ୍କୁ କରାଖାଈ ଓ ତହିଁରୁ ସାନଙ୍କୁ ଧନେଶ ବୋଲାଯାଏ]