ଧନୁ ହୁଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଧନୁଷ୍କୋଟି; ଧନୁର ଅଗ୍ରଭାଗ — A horn or end of a bow.

ଧନୁହୁଳେ ଟେକିଣ ତାହାକୁ ଆଣିଲେ କୃଷ୍ଣସିଂହ. ମହାଭାରତ. ଆଦି