ଧନୁ ଭଗ୍ନ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଧନୁ ଭାଙ୍ଗିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

କୌଣସି ଅସାଧ୍ୟ କାର୍ଯ୍ୟ ସମ୍ପନ୍ନ କରିବା — To accomplish an extra- ordinary and hard task.

[ଦ୍ରଷ୍ଟବ୍ୟ —ଶିବଧନୁ ଭାଙ୍ଗି ରାମଚନ୍ଦ୍ର ସୀତାଙ୍କୁ ବିବାହ କରିବା ଘଟନା ପ୍ରତି ଲକ୍ଷ୍ୟ]