ଧନୁଷ୍କୋଟି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନୁସ୍+କୋଟି) ସମ୍ପାଦନା

୧. ଧନୁର ଅଗ୍ରଭାଗ — ୧. The horns or ends of a bow.
୨. (ନାମ) ରାମେଶ୍ୱରର ଦକ୍ଷିଣପୂର୍ବରେ ଥିବା ସମୁଦ୍ରସ୍ଥ ତୀର୍ଥବିଶେଷ —୨. Name of a holy bathing place near Rāmeṡwara (S India).