ଧନୁର୍ବୃକ୍ଷ
ଧନୁର୍ବୃକ୍ଷ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ଧନୁସ୍+ବୃକ୍ଷ)
ସମ୍ପାଦନା- ୧. ଧମାଣ (ଗଛ) (ହିନ୍ଦୀ - ଶବ୍ଦସାଗର) (ଦେଖ) - — ୧. Dhāmaṇa (tree) (See).
- ୨. ବାଉଁଶ (ହିନ୍ଦୀ - ଶବ୍ଦସାଗର) —୨. Bamboo.
- ୩. ଅଶ୍ୱତ୍ଥ ଗଛ (ହିନ୍ଦୀ - ଶବ୍ଦସାଗର) — ୩. The religious fig tree.
- ୪. ଭାଲିଆ (ହିନ୍ଦୀ - ଶବ୍ଦସାଗର) —୪. Marking nut.