ଧନିଆଁ ଫାଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନିଆମାଳ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ଫାଳେ ଧନିଆଁରୁ ଚାଉଳ ବାହାର କରି ନେଲେ ଯେଉଁ ଫମ୍ପା ଚୋପା— ରହେ, ସେହି ଆକାରରେ ସୁନାପତ୍ରରେ ତିଆରି ହେଇଥିବା ବେକର ଅଳଙ୍କାର ବିଶେଷ — A kind of necklace of which the beads are like split coriander seds.

[ଦ୍ରଷ୍ଟବ୍ୟ —ଫାଳ ଧନିଆର ଚୋପା ଆକୃତିର ଅନେକଗୁଡ଼ିଏ ସୁନାର ଦାନାରେ ଛିଦ୍ରଯୁକ୍ତ ଭୁଣ୍ଡି ଲଗାଇ ଅନେକ ଗୁଡ଼ିଏ ଦାନା ଗୁନ୍ଥି ଗୋଟିଏ ହାର କରାଯାଏ; ଧନିଆଫାଳ ଅପେକ୍ଷା ବଡ଼ ଦାନାର ମାଳକୁ ହରଡ଼ଫାଳିଆ ମାଳ କହନ୍ତି]