ଧନାଶେଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବି—(ସଂସ୍କୃତ - ଧନାଢ଼୍ୟ+ଶ୍ରେଷ୍ଠୀ) ସମ୍ପାଦନା

୧. ମହାଧନୀ ବଣିକ୍ —୧. A very rich merchant.
୨. (ବ୍ୟଙ୍ଗ୍ୟ) ଅସଂଭାବିତ ରୂପେ ଧନୀ ବ୍ୟକ୍ତି — ୨. (ironical) fabulously rich person.