ଧନାଶା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନ+ଆଶା) ସମ୍ପାଦନା

୧. ଧନଲୋଭ —୧. Avarice
୨. ଧନତୃଷ୍ଣା —୨. Thirst for wealth.
୩. ଧନ ମିଳିବାର ଆଶା — ୩. Prospect of acquisition of wealth.