ଧନାଧ୍ୟକ୍ଷ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଧନ+ଅଧ୍ୟକ୍ଷ) ସମ୍ପାଦନା

୧. କୁବେର — ୧. Kubera; the Hindu God of riches.
୨. ଖାଞ୍ଜାଣିଚି; କୋଷାଧ୍ୟକ୍ଷ; ଧନାଗାରର ଭାରପ୍ରାପ୍ତ ବ୍ୟକ୍ତି — ୨. Treasurer; cashier.