ଧନାତ୍ମକ

ଉଚ୍ଚାରଣ

ସମ୍ପାଦନା

(ଋଣାତ୍ମକ—ବିପରୀତ)

ଦେଶଜ - ବିଶେଷଣ - (ଗଣିତ ଓ ବିଜ୍ଞାନପରିଭାଷା)

ସମ୍ପାଦନା
୧. (ଗଣିତ) ଯୋଗଚିହ୍ନସୂଚକ — ୧. (mathematics) Indicating a positive number.

[ଦ୍ରଷ୍ଟବ୍ୟ —ଧନାତ୍ମକ ଚିହ୍ନ+; ଋଣାତ୍ମକଚିହ୍ନ—]

୨. (ବିଜ୍ଞାନ) ସତ୍ତାତ୍ମକ (ବିଦ୍ୟୁତ୍) — ୨. (Physics) Positive (electricity).