ଧନାଢ଼୍ୟ
(ଧନାଢ଼୍ୟା—ସ୍ତ୍ରୀ)
(ଧନାଢ଼୍ୟତା—ବି)
ମହାଧନୀ; ବିଭବଶାଳୀ; ବଡ଼ଲୋକ — Affluent; wealthy; opulent.
ଧନାତ୍ୟ ବୋଲି ଏ ବିୟଳେ ଯେ ନିତ୍ୟେ ଇଷ୍ଟଧର୍ମ ପାଳେ—ଜଗନ୍ନାଥ, ଭାଗବତ