ଧନହୀନ

ଉଚ୍ଚାରଣ

ସମ୍ପାଦନା
(ଧନହୀନା—ସ୍ତ୍ରୀ) 

(ଧନହୀନତା—ବି)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (୩ୟା ତତ୍; ଧନ+ହୀନ)

ସମ୍ପାଦନା

ନିର୍ଦ୍ଧନ; ଦରିଦ୍ର; ଗରିବ —Poor; indigent.