ଧନହର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଧନହାରକ, ଧନହାରୀସ୍ତ୍ରୀ

ସଂସ୍କୃତ - ବିଶେଷଣ - ପୁଂ.—(ଧନ+ହୁ ଧାତୁ= ହରଣ କରିବା+କର୍ତ୍ତୃ. ଅ) ସମ୍ପାଦନା

ଯେ ପରର ଧନ ହରଣ କରେ — Stealing the wealth of another.

ଧନହରୀ; ଧନହାରିକା, ଧନହାରିଣୀସ୍ତ୍ରୀ

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଡକାଇତ; ଲୁଟିଆରା — ୧. Robber; dacoit.
୨. ଚୋର ନାମକ ଗନ୍ଧ ଦ୍ରବ୍ୟ — ୩. A kind of medicinal scent.