ଧନର୍ଜଇ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - (ପ୍ରାଚୀନ ପ୍ରୟୋଗ) ବିଶେଷ୍ୟ - (ସଂସ୍କୃତ - ଧନଞ୍ଜୟ) ସମ୍ପାଦନା

ଧନଞ୍ଜୟ; ଅର୍ଜ୍ଜୁନ —Arjuna.

ସେ ଅଗ୍ନି ଧରି ଯୋଗେ ସିଦ୍ଧି ହୋଇ ଆହାର ତୁଚ୍ଛ କଲେ ଧନଜଇ—ପ୍ରାଚୀ. ପରଚେଗୀତା