ଧନବିଜ୍ଞାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ଆଧୁନିକ ପାରିଭାଷିକ ଶଦ୍ଦ) ସମ୍ପାଦନା

ଅର୍ଥବିଜ୍ଞାନ; ଅର୍ଥନିତି; ରାଜ୍ୟରେ ସମାଜରେ କି କି ଉପାୟଦ୍ୱାରା ଧନବୃଦ୍ଧି ହୁଏ ଏ ବିଷୟ ଯେଉଁ ଶାସ୍ତ୍ରରେ ଆଲୋଚିତ ହୋଇଥାଏ —Political economy; economics.