ଧନବାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଧନବତୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଧନ+ବତ୍—ଧନବତ୍ ଶଦ୍ଦ;୧ମା. ୧ବ.) ସମ୍ପାଦନା

୧. ଐଶ୍ୱର୍ଯ୍ୟଶାଳୀ. ଧନୀ —୧. Rich; affluent.
୨. ମହାଜନ; କୃଷି ଓ ବାଣିଜ୍ୟାଦିରେ ଯେ ଧନ ପ୍ରୟୋଗ କରେ —୧. Investing money in business, agriculture etc.