ଧତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଧତ୍ତ, ଧତ୍ତେରି, ଧତ୍ତେରିକା, ଧତ୍ତେରିକି, ଧତ୍ତେରିକେ, ଧୂତ୍ଅନ୍ୟରୂପ

ଦେଶଜ - ଅ. (ସଂସ୍କୃତ - ଦୂର) ସମ୍ପାଦନା

୧. ଦୂର; ଦୁର୍କର — ୧. (Interjection) Fie; Be off; shame.
୨. ହାତୀକୁ ଠିଆ କରିବା ନିମନ୍ତେ ମାହୁନ୍ତର ଉଚ୍ଚାରିତ ଆଦେଶ — ୧. Interjection used by the driver directing an elephant to stop.