ଧତଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଧ୍ୱସ୍ତ) ସମ୍ପାଦନା

୧. ଅତି ଜୀର୍ଣ୍ଣ —୧. Worn out.

(ଯଥା—ଧତଡ଼ା ଗାଉ)

୨. ଜରାଜୀର୍ଣ୍ଣ —୨. Decrepit.

(ଯଥା—ଧତଡ଼ା ଘୋଡ଼ା)

୩. ଛିଣ୍ଡା; କାନ୍ଥାଯୁକ୍ତ —୩. Ragged; torn.

(ଯଥା—ଧତଡ଼ା ଲୁଗା)