ଧଣ୍ଡ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଡୂଣ୍ଡୁଭ) ସମ୍ପାଦନା

ଏକପ୍ରକାର ନିର୍ବିଷ ଜଳଚର ସର୍ପ; ପାଣିଧଣ୍ଡ —A no-poisonous water-snake; Homalopsidee.

[ଦ୍ରଷ୍ଟବ୍ୟ —ଏମାନେ ଛୋଟ ମାଛ ଓ ଗେଣ୍ଡା ଖାଇ ପାଣିରେ ଥାଆନ୍ତି]